ଆଇସିୟୁରେ ଦୀର୍ଘଦିନ ରହିଲେ ବିପଜ୍ଜନକ ହେଉଛି ଫଙ୍ଗାଲ୍ ସଂକ୍ରମଣ

‘କେଣ୍ଡିଡା ଅରିସ’ର ଚିହ୍ନଟ ପାଇଁ ଡିଭାଇସ ପ୍ରସ୍ତୁତ କରୁଛି ଏମ୍ସ ଭୁବନେଶ୍ବର : ଡାକ୍ତରଖାନା ଆଇସିୟୁରେ ସଂକ୍ରମଣ ନିୟନ୍ତ୍ରଣର ଉପଯୁକ୍ତ ବ୍ୟବସ୍ଥା ନାହିଁ। ଏଥିଯୋଗୁଁ ଆଇସିୟୁରେ ଚିକିତ୍ସିତ ହୋଇ ସୁସ୍ଥ ହେବା ପରେ ମଧ୍ୟ ରୋଗୀ ବିଭିନ୍ନ ଫଙ୍ଗସ୍‌ ଜନିତ ରୋଗର ଶିକାର ହୋଇ ପ୍ରାଣ ହରାଉଛନ୍ତି। କିଛି ଦିନ ହେଲା ‘କେଣ୍ଡିଡା ଅରିସ’ ନାମକ ନୂତନ ପ୍ରକାର ଫଙ୍ଗାଲ ସଂକ୍ରମଣ ହେଉଛି; ଯାହାର ଚିହ୍ନଟ ସହଜ ହେଉନାହିଁ। ଏଥିଯୋଗୁଁ … Continue reading ଆଇସିୟୁରେ ଦୀର୍ଘଦିନ ରହିଲେ ବିପଜ୍ଜନକ ହେଉଛି ଫଙ୍ଗାଲ୍ ସଂକ୍ରମଣ